Rising Cancer Cases: ଫସଲରେ ଅଧିକ ରାସାୟନିକ ସାରର ପ୍ରୟୋଗ; ହୁ ହୁ ବଢୁଛି କ୍ୟାନସର

ଫସଲରେ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାର । ଅଧିକ ଉତ୍ପାଦନ ଆଶାରେ ରସାୟନିକ ସାର ପ୍ରୟୋଗ କରୁଛି ଚାଷୀ । ଆଉ ଏଥିଯୋଗୁଁ ରାଜ୍ୟରେ ହୁ ହୁ ବଢୁଛି କ୍ୟାନସର ଭଳି ମାରାତ୍ମକ ରୋଗ। 

Rising Cancer Cases: ଫସଲରେ ଅଧିକ ରାସାୟନିକ ସାରର ପ୍ରୟୋଗ; ହୁ ହୁ ବଢୁଛି କ୍ୟାନସର
Array