PM Praises Harshvardhan : 'ମନ କି ବାତ'ରେ ଓଡ଼ିଆ ପୁଅଙ୍କ ଜଲୱା, ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
'ମନ କି ବାତ'ରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ସୁନାମ ଆଣିଛନ୍ତି ହର୍ଷବର୍ଦ୍ଧନ । ପିଏମଙ୍କ ପ୍ରଶଂସା ପରେ ଖୁସି ବ୍ୟକ୍ତ କରିଛନ୍ତି ହର୍ଷବର୍ଦ୍ଧନ ।