River Path Altered for Illegal Sand Mining in Balasore; Two Arrested by Police

ବାଲି ଚୋରି ପାଇଁ ମାଫିଆଙ୍କ ସାଂଘାତିକ କାରନାମା। ବଦଳାଇଦେଲେ ଖୋଦ୍ ନଦୀର ଗତିପଥ। ବାଲି ଚୋରାଇବାକୁ ନଦୀ ଭିତରେ ବନ୍ଧ ପକାଇ ପାଣିକୁ ଅନ୍ୟବାଟେ ଛାଡୁଥିଲେ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। #SandMafia #Balasore #2Detaine