Video: ହେଲମେଟ୍ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍…
ଅହିରାଜକୁ ଦୁନିଆର ସବୁଠାରୁ ବିଷଧର ସର୍ପ ଭାବେ ଗଣାଯାଏ। ଏହା ଥରେ ଦଂଶନ କଲେ ବଞ୍ଚିବା ମୁସ୍କିଲ। ଏଣୁ ଏହାକୁ ସାମ୍ନାରେ ଦେଖିଲେ ଡରିବା ସ୍ବାଭାବିକ। ହେଲେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହେଲମେଟ୍ ଭିତରେ ଅହିରାଜ ପଶିଥିବା ଦେଖାଯାଇଛି। କେଇ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ବାଇକ୍ ଷ୍ଟାଟ୍ କରୁଛନ୍ତି। ପରେ ପିନ୍ଧିବା ଲାଗି ହେଲମେଟ୍ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଠିକ୍ ଏତିକି ବେଳେ […] The post Video: ହେଲମେଟ୍ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍… appeared first on Dharitri Odia News.
The post Video: ହେଲମେଟ୍ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍… appeared first on Dharitri Odia News.