Road Accident: ଅଧା ରହିଗଲା ଜଗା ଦର୍ଶନ
କେନାଳ ପାଣି ଭିତରୁ ଖୋଜା ଚାଲିଛି ଜିନିଷ। କିଏ ନିଜ ଡ୍ରେସ ପତ୍ର କାଢ଼ି ନେଉଛି ତ ଆଉ କିଏ ନିଜ ଓଦା ବ୍ୟାଗ୍କୁ ବୋହି ନେଉଛି। ସେହିପରି ଆଉ କିଏ ପାଣିରେ ପଡ଼ିଥିବା ନିଜ ଟଙ୍କାଙ୍କୁ କାଢ଼ି ଆଣି ଶୁଖାଉଛି। ତ ଆଉ କିଏ ଦୁର୍ଘଟଣାରେ ନିଜ ସମସ୍ତ ଟଙ୍କା ପଇସା ହରାଇ ଭାଙ୍ଗି ପଡିଛି। ଇଏ ହେଉଛି ଭୁବନେଶ୍ବର ଉତ୍ତରା ଛକ ସିଫା ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ପରର ଦୃଶ୍ୟ।