Road Accident: ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି; ୨ ମୃତ, ୩ ଆହତ
ମୟୂରଭଞ୍ଜ ଜିଲ୍ଲା ବାରିପଦା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ଛୁରୁଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।। ଅଜଣା ଗାଡ଼ି ଧକ୍କାରେ ୨ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।