Road Connectivity Plan: ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା

ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ ।

Road Connectivity Plan: ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା
Array