ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ

କଟକ : ଓଡ଼ିଶା ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ । କଟକ ଖପୁରିଆସ୍ଥିତ ସରକାରୀ ପ୍ରେସ କର୍ମଚାରୀଙ୍କ ନାଁରେ ଆସିଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ ନେଉଥିବା ଜଣେ ଯୁବତୀ ।  ଏନେଇ ମଧୁପାଟଣା ଥାନାକୁ ଏକ ପତ୍ର ଜରିଆରେ ଅବଗତ କରିଛି ସରକାରୀ ପ୍ରେସ । ଯୁବତୀଙ୍କ ଅଭିଯୋଗ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି ପ୍ରେସର ବରିଷ୍ଠ ଅଧିକାରୀ । ଅଭିଯୋଗ ଆଧାରରେ ଏତଲା ରୁଜୁ କରିଛି ମଧୁପାଟଣା ଥାନା ପୋଲିସ […] The post ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ appeared first on KNews Odisha.

ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ
rape

କଟକ : ଓଡ଼ିଶା ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ । କଟକ ଖପୁରିଆସ୍ଥିତ ସରକାରୀ ପ୍ରେସ କର୍ମଚାରୀଙ୍କ ନାଁରେ ଆସିଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ ନେଉଥିବା ଜଣେ ଯୁବତୀ ।  ଏନେଇ ମଧୁପାଟଣା ଥାନାକୁ ଏକ ପତ୍ର ଜରିଆରେ ଅବଗତ କରିଛି ସରକାରୀ ପ୍ରେସ ।

ଯୁବତୀଙ୍କ ଅଭିଯୋଗ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି ପ୍ରେସର ବରିଷ୍ଠ ଅଧିକାରୀ । ଅଭିଯୋଗ ଆଧାରରେ ଏତଲା ରୁଜୁ କରିଛି ମଧୁପାଟଣା ଥାନା ପୋଲିସ । ଗତ ୧୮ ତାରିଖ ଦିନ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଯୁବତୀ ପ୍ରଥମେ କାର୍ଯ୍ୟାଳୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

The post ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ appeared first on KNews Odisha.