Robbery And Attack: ଭବାନୀପାଟଣାରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ଦିନ ୧୦ଟାରେ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କକୁ ଯାଉଥିଲେ ବ୍ୟବସାୟୀ ନରେଶ ସାହୁ । ସ୍କୁଟିରେ ପ୍ରାୟ ୩ ଲକ୍ଷ ଟଙ୍କା ନେଇଯିବା ବେଳେ ମହାବୀର ପଡ଼ିଆ ନିକଟରେ ଆକ୍ରମଣ କରିଥିଲେ ତିନି ଲୁଟେରା ।

Robbery And Attack: ଭବାନୀପାଟଣାରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା
Array