୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର କୋଟପାଡ଼ ବିଧାନସଭା ଆସନରେ ୫୫.୭୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଜୟପୁର ବିଧାନସଭା ଅଞ୍ଚଳରେ ୫୪.୧୯ ପ୍ରତିଶତ, କୋରାପୁଟରେ ୪୬.୮୫ପ୍ରତିଶତ, ପଟ୍ଟାଙ୍ଗିରେ ୫୫.୨୧ ପ୍ରତିଶତ ଏବଂ ଲକ୍ଷ୍ମୀପୂର ବିଧାନସଭା ଅଞ୍ଚଳରେ ୫୪.୧୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। The post ୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ appeared first on Dharitri Odia News.

୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର କୋଟପାଡ଼ ବିଧାନସଭା ଆସନରେ ୫୫.୭୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଜୟପୁର ବିଧାନସଭା ଅଞ୍ଚଳରେ ୫୪.୧୯ ପ୍ରତିଶତ, କୋରାପୁଟରେ ୪୬.୮୫ପ୍ରତିଶତ, ପଟ୍ଟାଙ୍ଗିରେ ୫୫.୨୧ ପ୍ରତିଶତ ଏବଂ ଲକ୍ଷ୍ମୀପୂର ବିଧାନସଭା ଅଞ୍ଚଳରେ ୫୪.୧୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।

The post ୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ appeared first on Dharitri Odia News.