Rohini Khadse: 'ଗୋଟିଏ ମର୍ଡର ପାଇଁ ଅନୁମତି ମିଳୁ...' ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ମହାରାଷ୍ଟ୍ର ନେତ୍ରୀ ?

ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିଳାଙ୍କୁ ଗୋଟିଏ ମର୍ଡର କରିବାର ଅଧିକାର ଦେବା ପାଇଁ ଦାବି କଲେ ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେ । ଏହା ପଛରେ ଦେଲେ ବଡ଼ କାରଣ । ପଢନ୍ତୁ ପୁରା ଖବର

Rohini Khadse: 'ଗୋଟିଏ ମର୍ଡର ପାଇଁ ଅନୁମତି ମିଳୁ...' ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ମହାରାଷ୍ଟ୍ର ନେତ୍ରୀ ?
Array