RTE କୋଟାରେ ପିଲାଙ୍କୁ ମିଳୁନି ଆଡମିଶନ

RTE କୋଟାରେ ପଢାରୁ ବଞ୍ଚିତ ରାଜ୍ୟର ଶହ ଶହ ଆର୍ଥିକ ଅନଗ୍ରସର ପିଲା । ସବୁ ପ୍ରମାଣପତ୍ର ସତ୍ତ୍ବେ ପାରଦର୍ଶୀ ପୋର୍ଟାଲରୁ କଟି ଯାଉଛି ଅନେକଙ୍କ ନାଁ । ରାଗରେ ଓସେପା ଅଫିସ ଘେରିଲେ ଅଭିଭାବକ ।

RTE କୋଟାରେ ପିଲାଙ୍କୁ ମିଳୁନି ଆଡମିଶନ
Array