Delhi man to sell Range Rover: ଶାଗମାଛ ଦରରେ ବିକିବାକୁ ପଡୁଛି ଲକ୍ସରୀ ଗାଡ଼ି, କାରଣ...
ବହୁଦାମୀ ତଥା ଲକ୍ସରୀ ଗାଡ଼ି କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଗାଡ଼ି ମାଲିକ । ଯେଉଁ ରେଞ୍ଜ ରୋଭର ଗାଡ଼ିକୁ ସେ ବହୁମୂଲ୍ୟ ଦେଇ କିଣିଥିଲେ ଏବଂ କମ୍ ବ୍ୟବହାର କରିଛନ୍ତି ତାକୁ ଶେଷରେ ବିକ୍ରି କରିବାକୁ ପଡୁଛି । କାରଣ ନୂଆ ନିୟମ ଆଣିଛନ୍ତି ସରକାର ।