ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ

ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର ହାଶ୍ମୀ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆମୀର ହାଶ୍ମୀ କହିଛନ୍ତି, ମହାଶିବରାତ୍ରୀ ଉତ୍ସବରେ ଭାଗ ନେବାକୁ ମୋଟ ୬୨ ହିନ୍ଦୁ ତୀର୍ଥଯାତ୍ରୀ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ସେ […] The post ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ appeared first on Dharitri Odia News.

ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ

ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର ହାଶ୍ମୀ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆମୀର ହାଶ୍ମୀ କହିଛନ୍ତି, ମହାଶିବରାତ୍ରୀ ଉତ୍ସବରେ ଭାଗ ନେବାକୁ ମୋଟ ୬୨ ହିନ୍ଦୁ ତୀର୍ଥଯାତ୍ରୀ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଲାହୋରରେ ଇଟିପିବି ଦ୍ୱାରା ଆୟୋଜିତ ମହାଶିବରାତ୍ରୀ ମୁଖ୍ୟ ସମାରୋହ ମାର୍ଚ୍ଚ ୯ରେ ଲାହୋରଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ଚକୱାଲର ଐତିହାସିକ କାଟା ରାଜ ମଣ୍ଡପରେ ଆୟୋଜିତ ହେବ।

The post ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ appeared first on Dharitri Odia News.