Runway: ବିଶ୍ୱର ଏକମାତ୍ର ବିମାନବନ୍ଦର, ରନୱେ ମଝିରେ ଚାଲେ ଟ୍ରେନ୍
ଗିସ୍ବର୍ନ ହେଉଛି ନ୍ୟୁଜିଲ୍ୟାଣ୍ଡର ଉତ୍ତରୀୟ ଦ୍ୱୀପର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଛୋଟ ସହର। ଏଠାରେ ଥିବା ବିମାନବନ୍ଦର ୧୬୦ ହେକ୍ଟର ଜାଗାରେ ବିସ୍ତୃତ । ଏହି ବିମାନବନ୍ଦରର ମୁଖ୍ୟ ରନୱେ ପାଲ୍ମର୍ଷ୍ଟନ ଉପର ଦେଇ ଯାଇଛି ନର୍ଥ-ଗିସ୍ବର୍ନ ରେଳଲାଇନ । ଏହି ରେଳଲାଇନ ରନୱେକୁ ପ୍ରାୟ ମଝରୁ ଦୁଇ ଭାଗରେ ବିଭକ୍ତ କରିଛି ।