Russian Woman: ଗୁମ୍ଫାରେ ପିଲାଙ୍କୁ ଧରି ରହୁଥିଲେ ଋଷୀୟ ମହିଳା, ଉଦ୍ଧାର କଲା ପୋଲିସ 

ଏହି ଅଞ୍ଚଳ ଭୂସ୍ଖଳନ ପ୍ରବଣ ଏବଂ ବିଷାକ୍ତ ସାପ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ରହୁଛନ୍ତି । ଗୁମ୍ଫାରେ ପାଣି, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଥିବା ସତ୍ତ୍ୱେ ନୀନା ଏବଂ ତାଙ୍କ ଝିଅମାନେ ଗୁମ୍ଫାରେ ଏକ ଅସ୍ଥାୟୀ ବାସସ୍ଥାନ ନିର୍ମାଣ କରି ରହୁଥିଲେ।

 Russian Woman: ଗୁମ୍ଫାରେ ପିଲାଙ୍କୁ ଧରି ରହୁଥିଲେ ଋଷୀୟ ମହିଳା, ଉଦ୍ଧାର କଲା ପୋଲିସ 
Array