Russia's Airstrike on Ukraine: ୟୁକ୍ରେନ ଉପରେ ଋଷିଆର ବଡ ଏୟାରଷ୍ଟ୍ରାଇକ: ୧୩ ମୃତ, ଟ୍ରମ୍ପ ଦେଲେ ଚେତାବନୀ

ବିଳମ୍ବିତ ରାତିରେ ୟୁକ୍ରେନ ୟୁକ୍ରେନ ଉପରକୁ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି ଋଷିଆ । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଆମେରିକା ଓ ଅନ୍ୟ ଦେଶର ଚୁପ୍ ରହିବା ଋଷିଆକୁ ଉତ୍ସାହିତ କରୁଛି କହିଲେ ଜେଲେନସ୍କି । ଏହି ଏୟାରଷ୍ଟ୍ରାଇକକୁ କଡା ନିନ୍ଦା କରି ଋଷିଆର ପତନ ଆରମ୍ଭ ହେଉଛି କହିଲେ ଟ୍ରମ୍ପ ।

Russia's Airstrike on Ukraine: ୟୁକ୍ରେନ ଉପରେ ଋଷିଆର ବଡ ଏୟାରଷ୍ଟ୍ରାଇକ: ୧୩ ମୃତ, ଟ୍ରମ୍ପ ଦେଲେ ଚେତାବନୀ
Array