Sahitya Bharati Samman: ଶୈଳଜ ରବି ପାଇବେ ସାହିତ୍ୟ ଭାରତୀ ସମ୍ମାନ, ସୂର୍ଯ୍ୟ, ସଂଯୁକ୍ତା, ବିରଜା ଓ ଈପ୍ସିତା ବି ପାଇବେ ପୁରସ୍କାର
ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ