Saiyaara : ସୈୟାରାର ନୂଆ ରେକର୍ଡ, ୫ଦିନରେ ୧୩୦ କୋଟି ପାର

"ସୈୟାରା" ସହ ଜଡ଼ିତ ଅନେକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫିଲ୍ମ ଦେଖିବା ପରେ ଥିଏଟରରେ ବସିଥିବା ଦର୍ଶକମାନେ ଚିତ୍କାର କରୁଛନ୍ତି, କାନ୍ଦୁଛନ୍ତି । ଯଦିଓ ଅନେକ ଲୋକ ଏହି ଭିଡିଓଗୁଡ଼ିକର ମଜାକ ଉଡ଼ାଉଛନ୍ତି । ତଥାପି ଫିଲ୍ମଟି ଦର୍ଶକଙ୍କୁ ଥିଏଟର ଆଡ଼କୁ ଟାଣି ଆଣୁଛି।

Saiyaara : ସୈୟାରାର ନୂଆ ରେକର୍ଡ, ୫ଦିନରେ ୧୩୦ କୋଟି ପାର
Array