Salman Khan: 'ସିକନ୍ଦର' ସେଟରେ ହୋଲି ଖେଳିଲେ ଭାଇଜାନ୍
ବଲିଉଡ୍ର ଦବଙ୍ଗ୍ ଷ୍ଟାର ସଲମାନ ଖାନ ଆଜିକାଲି ତାଙ୍କ ଫିଲ୍ମ 'ସିକନ୍ଦର'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଇଦ୍ରେ ରିଲିଜ୍ ହେବାକୁ ଯାଉଛି। ଜଣେ ମୁସଲମାନ ହୋଇ ମଧ୍ୟ ସଲମାନ ହୋଲି ପର୍ବକୁ ବହୁତ ଧୁମଧାମ ସହିତ ପାଳନ କରନ୍ତି। ଭାଇଚାରାର ବାର୍ତ୍ତା ଦେଇଛନ୍ତି ।ସେ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ବି ସୁଟିଂ ସେଟ୍ରେ ହୋଲି ଖେଳିଛନ୍ତି ।