Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା... ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି ।

Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା
Array