Savitri Brata: ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରୁଛନ୍ତି ସଧବା ନାରୀ
ଆଜି ଘରେ ଘରେ ଚାଲିଛି ପୂଜାର୍ଚ୍ଚନା । ଦେବାଳୟରେ ବି ପ୍ରବଳ ଭିଡ । ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା' ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି ।