ଭୋଜି ଖାଇବା ପରଠୁ ଏ ଅବସ୍ଥା

ରବିବାର ଦିନ ଗୋଟିଏ ଭୋଜି ଥିଲା। ସେଦିନ ଭୋଜି ଖାଇବା ପରେ ସୋମବାର ଦିନ ପେଟ ଟିକିଏ ଟିକିଏ ଖରାପ ଲାଗୁଥିଲା। ତା’ପରେ ମଙ୍ଗଳବାର ଦିନ ଆଉ ଗୋଟିଏ ଭୋଜି ଥିଲା। ଆମେ ଧନେଶ୍ୱର ଠାକୁରଙ୍କଠାରେ ଅରୁଆ ଖାଇଦେଲୁ। ତା’ପରଠୁ ମୋର ଏ ଅବସ୍ଥା। ହଇଜା ଓ ଡାଇରିଆକୁ ନେଇ ହାଇଆଲର୍ଟ ଭିତରେ ଶୁଣନ୍ତୁ କଣ କହୁଛନ୍ତି ଯାଜପୁର ଧନେଶ୍ୱର ଗ୍ରାମବାସୀ.. 

ଭୋଜି ଖାଇବା ପରଠୁ ଏ ଅବସ୍ଥା
Array