Ultrasound Error Bhadrak: ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଘଟଣା; ହୃଦୟ ବିଦାରକ ଘଟଣାରେ ଆକାଶ ଆଖିରୁ ବି ଝରିଲା ଲୁହ...
ଆକାଶର ଛାତିଟା ବି ଫାଟିଯାଉଛି...ଆଜି ଆକାଶଟା ଅନବରତ କାନ୍ଦିଛି...ବର୍ଷା ନୁହେଁ ତ ଲୁହ ବରଷିଛି...ଲୁହ-କୋହ ସବୁ ମିଶିଯାଇଛି...ଟୁପ୍ ଟୁପ୍ ବର୍ଷାର ଶବ୍ଦରେ, କଂକ୍ରିଟ ରାସ୍ତାଟାରେ ଆଜି ବର୍ଷାଭିଜା ମଧ୍ୟାହ୍ନରେ ସାରା ଭଦ୍ରକ ଦେଖୁଥିଲା ଲିଭିଯାଇଥିବା ଜୀବନ କାହାଣୀର ଲୋମଟାଙ୍କୁରା ଘଟଣା।