Scams: ସଂଗୀନ ଅଭିଯୋଗ: ମାସିକ ୧୦୦୦ ଟଙ୍କା ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। !

ସରକାରୀ ଯୋଜନାର ଲାଭ ଉଠାଇଛନ୍ତି ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ !

Scams: ସଂଗୀନ ଅଭିଯୋଗ: ମାସିକ ୧୦୦୦ ଟଙ୍କା ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। !
Array