SCBରେ ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଲା ପୋଲିସ

କଟକ: କଟକ ଏସସିବି ମେଡିକାଲରେ ଦିନକୁ ଦିନ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏଥିରେ ରୋଗୀ ଅତିଷ୍ଠ ହୋଇ ଗଲେଣି। ଏମିତି ଅଭିଯୋଗ ଆସିବା ପରେ ପୋଲିସ ଆଜି ଏସସିବିରେ ଧରପଗଡ଼ କରିଛି। ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଛି ପୋଲିସ। ଏହି ଘଟଣା ରବିବାର ଘଟିଛି। Also read- ହସ୍ପିଟାଲରୁ ଆସିଲା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଭିଡିଓ, ଜାରି ହେଲା ହେଲଥ୍ ବୁଲେଟିନ ରୋଗୀ ଦଲାଲଙ୍କ ଶିକାର ହେଉଥିବାର ସୂଚନା ପାଇବା ପରେ କଟକ ମଙ୍ଗଳାବାଗ ଥାନା ପୋଲିସ ନନ୍ ଟ୍ରମା କାଜୁଆଲ୍ଟି ନିକଟରେ ବୁଲୁଥିବା ତିନି ଜଣଙ୍କୁ ରୋଗୀଙ୍କ ସଂପର୍କୀୟ ପରିଚୟ ଦେଇ ଥିଲେ। ଯେତେବେଳେ ସେମାନେ ରୋଗୀଙ୍କୁ ଘରୋଇ ନର୍ସିଂ ହୋମକୁ ପଠାଇବା ପାଇଁ ଉଦ୍ୟମ କରିଥିଲେ ସେତେ ବେଳେ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏମାନେ ରୋଗୀ ଚାଲାଣ, ରକ୍ତ କଳା ବଜାରିରେ ସଂପୃକ୍ତ ଥିବା ବେଳେ ଏମାନଙ୍କ ସହଯୋଗୀ ମାନଙ୍କୁ ଖୋଜୁଛି ପୋଲିସ୍। ଗିରଫ ତିନି ଦଲାଲ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର। The post SCBରେ ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଲା ପୋଲିସ appeared first on Prameya News7.

SCBରେ ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଲା ପୋଲିସ

କଟକ: କଟକ ଏସସିବି ମେଡିକାଲରେ ଦିନକୁ ଦିନ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏଥିରେ ରୋଗୀ ଅତିଷ୍ଠ ହୋଇ ଗଲେଣି। ଏମିତି ଅଭିଯୋଗ ଆସିବା ପରେ ପୋଲିସ ଆଜି ଏସସିବିରେ ଧରପଗଡ଼ କରିଛି। ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଛି ପୋଲିସ। ଏହି ଘଟଣା ରବିବାର ଘଟିଛି।

Also read- ହସ୍ପିଟାଲରୁ ଆସିଲା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଭିଡିଓ, ଜାରି ହେଲା ହେଲଥ୍ ବୁଲେଟିନ

ରୋଗୀ ଦଲାଲଙ୍କ ଶିକାର ହେଉଥିବାର ସୂଚନା ପାଇବା ପରେ କଟକ ମଙ୍ଗଳାବାଗ ଥାନା ପୋଲିସ ନନ୍ ଟ୍ରମା କାଜୁଆଲ୍ଟି ନିକଟରେ ବୁଲୁଥିବା ତିନି ଜଣଙ୍କୁ ରୋଗୀଙ୍କ ସଂପର୍କୀୟ ପରିଚୟ ଦେଇ ଥିଲେ। ଯେତେବେଳେ ସେମାନେ ରୋଗୀଙ୍କୁ ଘରୋଇ ନର୍ସିଂ ହୋମକୁ ପଠାଇବା ପାଇଁ ଉଦ୍ୟମ କରିଥିଲେ ସେତେ ବେଳେ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏମାନେ ରୋଗୀ ଚାଲାଣ, ରକ୍ତ କଳା ବଜାରିରେ ସଂପୃକ୍ତ ଥିବା ବେଳେ ଏମାନଙ୍କ ସହଯୋଗୀ ମାନଙ୍କୁ ଖୋଜୁଛି ପୋଲିସ୍। ଗିରଫ ତିନି ଦଲାଲ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର।

The post SCBରେ ରୋଗୀ ବେଶରେ ତିନି ଜଣ ଦଲାଲ୍‌ଙ୍କୁ ମାଡ଼ି ବସିଲା ପୋଲିସ appeared first on Prameya News7.