School Bag Burden and Child Development: ପିଲାଙ୍କ ପିଠିରେ ବଢୁଛି ବସ୍ତାନି ବୋଝ...ବ୍ୟବସ୍ଥା ଗୋଟେ ବାଟରେ, ବାସ୍ତବତା ଆଉ ଗୋଟେ ବାଟରେ

ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ପ୍ରଦାନ କରିବା ନୁହେଁ ବରଂ ପିଲାମାନଙ୍କୁ ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଆଡ଼କୁ ନେଇଯିବା । ଯଦି ଆମେ ପିଲାମାନଙ୍କ ପିଠିରେ ଏତେ ବୋଝ ଲଦିଦେବା, ସେମାନଙ୍କ ଆତ୍ମବିଶ୍ୱାସ, ଶାରୀରିକ ବିକାଶ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି ହେବ l ଯାହା ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ବଡ଼ ବିଫଳତା ହେବ l

School Bag Burden and Child Development: ପିଲାଙ୍କ ପିଠିରେ ବଢୁଛି ବସ୍ତାନି ବୋଝ...ବ୍ୟବସ୍ଥା ଗୋଟେ ବାଟରେ, ବାସ୍ତବତା ଆଉ ଗୋଟେ ବାଟରେ
Array