School van hit by train: ଟ୍ରେନ୍ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ
ଟ୍ରେନ୍ ସହ ଧକ୍କା ପରେ ୫୦ ମିଟର୍ ଘୋଷାଡି ହୋଇଗଲା ସ୍କୁଲ ଭ୍ୟାନ । ୨ ମୃତ, ୧୦ରୁ ଅଧିକ ଗୁରୁତର । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା ।