School: ପୂର୍ବ ସରକାର ବନ୍ଦ କରିଥିଲେ, ଆମେ ସ୍କୁଲ୍ ଖୋଲିବୁ: ଗଣଶିକ୍ଷା ମନ୍ତ୍ରୀ

ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା । ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୋହନ ସରକାର ପୁଣି ବନ୍ଦ ହୋଇଥିବା ସ୍କୁଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

School: ପୂର୍ବ ସରକାର ବନ୍ଦ କରିଥିଲେ, ଆମେ ସ୍କୁଲ୍ ଖୋଲିବୁ: ଗଣଶିକ୍ଷା ମନ୍ତ୍ରୀ
Array