Seats Remain Vacant: ଯୁକ୍ତ ୩ ପାଠ ପ୍ରତି ପିଲାଙ୍କ ଅନାଗ୍ରହ, ରାଜ୍ୟରେ ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା
ଶିକ୍ଷାବିତ୍ ମଧ୍ୟ ରାଜ୍ୟରେ ଉଚ୍ଚଶିକ୍ଷାର ଏ ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କହିଛନ୍ତି, ଅଧ୍ୟାପକ ମରୁଡ଼ିରୁ ବହୁ କଲେଜ ଗେଷ୍ଟ ଫାକଲ୍ଟିରେ କାମ ଚଳାଉଥିବାରୁ ପିଲାଙ୍କ ଭରସା ପାଉନି, ସେଥିରେ ପୁଣି ସରକାର ବି ଏସବୁ ଦିଗ ପ୍ରତି ଧ୍ୟାନ ଦେଉ ନଥିବାରୁ ସ୍ଥିତି ବିଗିଡ଼ି ଚାଲିଛି।