SEBI Fines Youtuber: ୟୁଟ୍ୟୁବ୍‌ରେ ଦେଉଥିଲେ ସେୟାର ମାର୍କେଟ୍‌ ଟିପ୍ସ, SEBI ଲଗାଇଲା ୧୦ କୋଟିର ଫାଇନ୍‌

ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।

SEBI Fines Youtuber: ୟୁଟ୍ୟୁବ୍‌ରେ ଦେଉଥିଲେ ସେୟାର ମାର୍କେଟ୍‌ ଟିପ୍ସ, SEBI ଲଗାଇଲା ୧୦ କୋଟିର ଫାଇନ୍‌
Array