Section 163 Imposed at AIIMS: ଏମ୍ସରେ ଲାଗିଲା ବିଏନଏସ ଧାରା ୧୬୩; ବର୍ଣ୍ଣ ୱାର୍ଡ ହେଲା ନିଷିଦ୍ଧାଞ୍ଚଳ

ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । ଗତକାଲି ରାତିରେ ଏମ୍ସରେ ଦେଖିବାକୁ ମିଳିଥିଲା ବଳଙ୍ଗା ତାତି। ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି ।

Section 163 Imposed at AIIMS: ଏମ୍ସରେ ଲାଗିଲା ବିଏନଏସ ଧାରା ୧୬୩; ବର୍ଣ୍ଣ ୱାର୍ଡ ହେଲା ନିଷିଦ୍ଧାଞ୍ଚଳ
Array