Series Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ପୋଲିସ ଭ୍ୟାନ ଉପରେ ମାଡ଼ିଗଲା ଟ୍ରେଲର

ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏକ ପିକଅପ୍ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାର ପାଇଁ ଯାଇଥିବା ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଏହି ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ଯାଇଥିଲା।

Series Accident:  ରାଜଧାନୀରେ ସିରିଜ୍ ଦୁର୍ଘଟଣା;  ପୋଲିସ ଭ୍ୟାନ ଉପରେ ମାଡ଼ିଗଲା ଟ୍ରେଲର
Array