Service Disruption: ବାବୁଶୂନ୍ୟ ସରକାରୀ ଅଫିସ, ଲୋକେ ନାକେଦମ୍
ଲଗାଣ ବର୍ଷା ଭିତରେ ବି ଇନକମ୍ ସାର୍ଟିଫିକେଟ ପାଇଁ ଆସିଥିଲେ ଜଣେ ବୟସ୍କ ବ୍ୟକ୍ତି । କିନ୍ତୁ ବାବୁ ନାହାଁନ୍ତି ବୋଲି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏକଥା ଶୁଣି ତହସିଲଦାରଙ୍କ ଚାମ୍ବରକୁ ଯାଇଥିଲେ ଆମ ପ୍ରତିନିଧି, କିନ୍ତୁ ବାବୁମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଛନ୍ତି।