Sexual Assault Case In Medanta Hospital: ଆଇସିୟୁ ଭିତରେ ଭେଣ୍ଟିଲେଟର ଲାଗିଥିବା ମହିଳାଙ୍କୁ ଯୌନ ନିର୍ଯାତନା

ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍‌ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ ।

Sexual Assault Case In Medanta Hospital: ଆଇସିୟୁ ଭିତରେ ଭେଣ୍ଟିଲେଟର ଲାଗିଥିବା ମହିଳାଙ୍କୁ ଯୌନ ନିର୍ଯାତନା
Array