Shantipriya: ନୂଆ ଲୁକ୍ରେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍; ଲୋକେ କଲେ ପ୍ରଶଂସା
୯୦ ଦଶକରେ ନିଜର ଗ୍ଲାମରସ୍ ଲୁକ୍ ସହିତ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଶାନ୍ତିପ୍ରିୟା ଏବେ ତାଙ୍କର ନୂତନ ଅବତାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ 'ସୌଗାନ୍ଦ'ରେ ସହିତ ବଲିଉଡରେ ପ୍ରବେଶ କରିଥିଲେ ଶାନ୍ତିପ୍ରିୟା। ବର୍ତ୍ତମାନେ ସେ ଫିଲ୍ମରୁ ଦୂରରେ ଥିଲେ ବି ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ଦେଖନ୍ତୁ ତାଙ୍କର ଅପ୍ଡେଟ୍ ଫଟୋ।