Share Market Surge After India-Pakistan Tensions: ନିବେଶକଙ୍କ ପାଇଁ ଖୁସି ଖବର: ସେୟାର ବଜାରରେ ଧମାକା ,୮୧ ହଜାର ଟପିଲା ସେନସେକ୍ସ

ଶୁକ୍ରବାର ସେନସେକ୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ୧ହଜାର ୪୮ ଅଙ୍କ ଖସି ୭୯ହଜାର ୪୫୪ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର। ଆଜି ୧୫ଶହ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଥିଲା କାରବାର। ପରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଥିଲା।

Share Market Surge After India-Pakistan Tensions: ନିବେଶକଙ୍କ ପାଇଁ ଖୁସି ଖବର: ସେୟାର ବଜାରରେ ଧମାକା ,୮୧ ହଜାର ଟପିଲା ସେନସେକ୍ସ
Array