Shefali Jariwala: ଭାଇରାଲ୍ ହେଉଛି ‘କାଣ୍ଟା ଲାଗା’ ଗର୍ଲଙ୍କ ବିରଳ ଭିଡିଓ; କ'ଣ କହୁଛନ୍ତି ଦେଖନ୍ତୁ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଶେଫାଳି ଜରିୱାଲାଙ୍କ ଅଣଦେଖା ଭିଡିଓ। ଏହି ଭିଡିଓ ଶେୟାର କରିବା ସମୟରେ ପାରସ ଲେଖିଛନ୍ତି ଯେ ଏବେ ଆଗାମୀ ବର୍ଷ ଆଉ କେବେ ଆସିବ ନାହିଁ। ଦେଖିଲେ ଆଖି ଛଳ ଛଳ ହେଇଯିବ।