Shiv Mandir in Muslim Area: ଯୋଗୀଙ୍କ ବୁଲଡୋଜର ଭୟ, ନିଜ ଘର ନିଜେ ଭାଙ୍ଗୁଛନ୍ତି ଜବରଦଖଲକାରୀ ବାସିନ୍ଦା
ନଭେମ୍ବର ୨୪ରେ ସମ୍ଭଲରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି । ଜାମା ମସଜିଦରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ବ୍ୟାପକ ହିଂସାର ସୂତ୍ରପାତ ହୋଇଥିଲା।