IND vs NZ Final: ଚାମ୍ପିଅନ୍ସ ଟ୍ରଫି ଫାଇନାଲ: ଭାରତ ସାମ୍ନାରେ ୨୫୨ ରନ୍‌ ଟାର୍ଗେଟ୍‌

ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ।

IND vs NZ Final: ଚାମ୍ପିଅନ୍ସ ଟ୍ରଫି ଫାଇନାଲ: ଭାରତ ସାମ୍ନାରେ ୨୫୨ ରନ୍‌ ଟାର୍ଗେଟ୍‌
Array