Shocking News: ରକ୍ତରେ ଭିଜିଲା ହୋଲି, ଛୁରୀ ଭୁସି ୨ ଯୁବକଙ୍କୁ ହତ୍ୟା

ରଙ୍ଗର ପର୍ବରେ ରକ୍ତର ହୋଲି । ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇ ଜଣ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା । ହୋଲି ଖେଳ ଭିତରେ ଗଡିଲା ପୁଣି ଦୁଇଟି ମୁଣ୍ଡ ।

Shocking News: ରକ୍ତରେ ଭିଜିଲା ହୋଲି, ଛୁରୀ ଭୁସି ୨ ଯୁବକଙ୍କୁ ହତ୍ୟା
Array