Sikandar Collection Day 1: ଦମ୍ ଦେଖାଇଲା ‘ସିକନ୍ଦର’; ପ୍ରଥମ ଦିନରେ ରୋଜଗାର କଲା ୫୦ କୋଟିରୁ ଅଧିକ
ଇଦ୍ରେ ବଡ ପରଦାରେ ସଲମାନ ଖାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ତେବେ ‘ସିକନ୍ଦର’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାରକୁ ଦେଖି ଏହାର ପ୍ରଭାବ ଆକଳନ କରାଯାଇପାରେ। ଏହି ଫିଲ୍ମ ସଲମାନ ଖାନଙ୍କ ଅଭିନୀତ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ୮ ନମ୍ବରରେ ରହିଛି।