Sikandar: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ। 'ସିକନ୍ଦର' ଫିଲ୍ମର ଟିକେଟ୍ କିଣି ବାଣ୍ଟୁଛନ୍ତି।

Sikandar: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌
Array