ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ, ବଢ଼ିବ କି ପେଟ୍ରୋଲ-ଡିଜେଲ ଦର ?

ବିଶ୍ୱ ତୈଳ ବଜାରରେ ବଢ଼ିଲାଣି ଟେନସନ । ବଜାରରେ ବଢ଼ିବ କି ତୈଳ ଦର ? ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ବଢ଼ାଇବ କି ପେଟ୍ରୋଲ୍‌ ଡିଜେଲ୍‌ ଦାମ୍‌ ? ଏମିତି କିଛି ପ୍ରଶ୍ନକୁ ନେଇ ଜାତୀୟ ଗଣାମାଧ୍ୟମରେ ଏବେ ଖୁବ୍‌ ଚର୍ଚ୍ଚା ହେଉଛି ।

ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ, ବଢ଼ିବ କି ପେଟ୍ରୋଲ-ଡିଜେଲ ଦର ?
Array