ଭାରତର ପାଣି ପ୍ରହାରର ଟ୍ରେଲର୍ ଦେଖୁଛି କି ପାକିସ୍ତାନ?

ପହଲଗାମ୍ ହମଲା ପରେ ଭାରତ ଆରମ୍ଭ କରିଦେଇଛି କି ୱାଟର ୱାର୍? ଶୋଷିଲା ମରିବ କହୁଥିଲେ, ହେଲେ ତା ଆଗରୁ ପାକିସ୍ତାନର ଏବେ ବୁଡ଼ି ମରିବା ସ୍ଥିତି। ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ଭାରତ ଖେଳିଥିବା କୂଟନୈତିକ ମାଷ୍ଟର ଷ୍ଟ୍ରୋକ୍ ପରେ ଏବେ ପାଣି ପାଣି ପାକିସ୍ତାନ। ପାକ୍ ମିଡିଆର ଅଭିଯୋଗ ଝେଲମ୍ ନଦୀରେ ଭାରତ ଅଚାନକ୍ ପାଣି ଛାଡ଼ି ଦେବାରୁ ମୁଜାଫରାବାଦରେ ଭୟଙ୍କର ବନ୍ୟାସ୍ଥିତି ଉପୁଜିଛି । 

ଭାରତର ପାଣି ପ୍ରହାରର ଟ୍ରେଲର୍ ଦେଖୁଛି କି ପାକିସ୍ତାନ?
Array