Singham Again 1st Review: ଅଜୟ ଦେବଗନ୍ ଓ ଅକ୍ଷୟ କୁମାର ଉଡାଇଲେ ହୋସ୍, ଫ୍ୟାନ୍ସ କହିଲେ-ବ୍ଲକବଷ୍ଟର

ମୁମ୍ଵାଇ ୦୧।୧୧; ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଚଳଚ୍ଚିତ୍ର 'ସିଙ୍ଘମ ଅଗେନ'।  ଯାହା ୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଶେଷରେ ଏହି ଚଳଚ୍ଚିତ୍ର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବକ୍ସ ଅଫିସରେ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲେୟାଁ ସହ 'ସିଙ୍ଘମ ଅଗେନ'ର ଟକ୍କର ହୋଇଛି। ଉଭୟ ଚଳଚ୍ଚିତ୍ରକୁ ନେଇ ଅନେକ ଗୁଜବ ରହିଛି। ଏହି ସମୟରେ, 'ସିଙ୍ଘମ ଅଗେନ' ର ପ୍ରଥମ ରିଭ୍ୟୁ ମଧ୍ୟ ଆସିଛି । ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିସାରିଛନ୍ତି।'ସିଙ୍ଘମ ଅଗେନ' ର ପ୍ରଥମ ରିଭ୍ୟୁ ଆଉଟଅଜୟ ଦେବଗନ, କରୀନା କପୁର, ଅକ୍ଷୟ କୁମାର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ ଏବଂ ରଣବୀର ସିଂଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ଷ୍ଟାର ପାୱାର ଏବଂ ଆଡ୍ରେନାଲିନ-ପମ୍ପିଂ ଆକ୍ସନରେ ପରିପୂର୍ଣ୍ଣ। ଚୁଲବୁଲ ପାଣ୍ଡେଙ୍କ ଚରିତ୍ରରେ ସଲମାନ ଖାନଙ୍କ ଆଶ୍ଚର୍ଯ୍ୟଜନକ ଏଣ୍ଟ୍ରି ଦର୍ଶକଙ୍କୁ ଖୁସି କରିଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ୍ ହେବା ପରେ 'ସିଙ୍ଘମ ଅଗେନ'ର ପ୍ରଥମ ସମୀକ୍ଷା ମଧ୍ୟ ଆସିଛି।Just Watched #SinghamAgain, Now Time to #SinghamAgainReviewACTION PACKED BLOCKBUSTER ------------- ⭐⭐⭐⭐¹/²Director #RohitShetty has created the same magic as he did for #Simmba but this time in a large way. The Presentation of #AjayDevgn is phenomenal ???? sp

Singham Again 1st Review: ଅଜୟ ଦେବଗନ୍ ଓ ଅକ୍ଷୟ କୁମାର ଉଡାଇଲେ ହୋସ୍, ଫ୍ୟାନ୍ସ କହିଲେ-ବ୍ଲକବଷ୍ଟର

ମୁମ୍ଵାଇ ୦୧।୧୧; ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଚଳଚ୍ଚିତ୍ର 'ସିଙ୍ଘମ ଅଗେନ'।  ଯାହା ୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଶେଷରେ ଏହି ଚଳଚ୍ଚିତ୍ର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବକ୍ସ ଅଫିସରେ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲେୟାଁ ସହ 'ସିଙ୍ଘମ ଅଗେନ'ର ଟକ୍କର ହୋଇଛି। ଉଭୟ ଚଳଚ୍ଚିତ୍ରକୁ ନେଇ ଅନେକ ଗୁଜବ ରହିଛି। ଏହି ସମୟରେ, 'ସିଙ୍ଘମ ଅଗେନ' ର ପ୍ରଥମ ରିଭ୍ୟୁ ମଧ୍ୟ ଆସିଛି । ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିସାରିଛନ୍ତି।

'ସିଙ୍ଘମ ଅଗେନ' ର ପ୍ରଥମ ରିଭ୍ୟୁ ଆଉଟ

ଅଜୟ ଦେବଗନ, କରୀନା କପୁର, ଅକ୍ଷୟ କୁମାର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ ଏବଂ ରଣବୀର ସିଂଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ଷ୍ଟାର ପାୱାର ଏବଂ ଆଡ୍ରେନାଲିନ-ପମ୍ପିଂ ଆକ୍ସନରେ ପରିପୂର୍ଣ୍ଣ। ଚୁଲବୁଲ ପାଣ୍ଡେଙ୍କ ଚରିତ୍ରରେ ସଲମାନ ଖାନଙ୍କ ଆଶ୍ଚର୍ଯ୍ୟଜନକ ଏଣ୍ଟ୍ରି ଦର୍ଶକଙ୍କୁ ଖୁସି କରିଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ୍ ହେବା ପରେ 'ସିଙ୍ଘମ ଅଗେନ'ର ପ୍ରଥମ ସମୀକ୍ଷା ମଧ୍ୟ ଆସିଛି।

X ରେ ଥିବା ଜଣେ ୟୁଜର୍ସ ଫିଲ୍ମର ପ୍ରଥମ ରିଭ୍ୟୁ ବାଣ୍ଟି ଏହାକୁ ଏକ ଆକ୍ସନ୍-ପ୍ୟାକ୍ ହୋଇଥିବା ବ୍ଲକବଷ୍ଟର ବୋଲି କହିଥିଲେ। ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି, ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ସେହିପରି ଯାଦୁ ଦେଖାଇଛନ୍ତି ୱ ଯେମିତି ସେ ସିମ୍ବା ପାଇଁ  କରିଥିଲେ । ଅଜୟ ଦେବଗାନଙ୍କ ଉପସ୍ଥାପନା ଆଶ୍ଚର୍ଯ୍ୟଜନକ ଅଟେ । ବିଶେଷକରି ତାଙ୍କର ଏଣ୍ଟ୍ରି ସିକ୍ୟୁଏନ୍ସ, ଫାଇଟ୍‌ ସିନ୍‌, ଅଭିନୟ ସଂପୂର୍ଣ୍ଣ ଚମତ୍କାର | ଅକ୍ଷୟ କୁମାର ଆପଣଙ୍କୁ ଖୁସି କରି ଦେବେ।  ତାଙ୍କର ଆକ୍ସନ୍ ଷ୍ଟାଇଲ୍‌ ମଧ୍ୟ ଟପ୍‌ ଲେବଲର । ସେତେବେଳେ ଭିଲେନ୍ ଅର୍ଜୁନ କପୁର ପରଫେକ୍ଟ ଲାଗୁ ନାହାନ୍ତି। ଯେତେବେଳେ ବି ଅଜୟ ଦେବଗନ୍ ଏବଂ ଅର୍ଜୁନ ମୁହାଁମୁହିଁ ହୁଅନ୍ତି, ସେ ସମସ୍ତ ଆକ୍ସନ୍ ସିନ୍‌ ସମ୍ପୂର୍ଣ୍ଣ ଚମତ୍କାର ଦେଖାଯାଏ। ଦୀପିକା ପାଦୁକୋନଙ୍କ କ୍ୟାମୋ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ କିନ୍ତୁ ରଣଭୀର ସିଂଙ୍କ କ୍ୟାମୋ ନକଲି !!

ସଲମାନ ଖାନଙ୍କ ଚୁଲବୁଲ ପାଣ୍ଡେଙ୍କ କ୍ୟାମିଓ ଉପରେ ଅନେକ ହ୍ୱିସ୍ ବାଜିଥିଲା

ରିଭ୍ୟୁରେ ଆହୁରି ଲେଖା ଅଛି ସିଙ୍ଘମ ଅଗେନରେ  ଦେଖାଯାଇଥିବା VFX  ଆଶା କରିଥିବା ଠାରୁ ବହୁତ ଭଲ ଦେଖାଯାଉଛି । ଆକ୍ସନ୍ ସିକ୍ୟୁଏନ୍ସ ହେଉଛି ଚଳଚ୍ଚିତ୍ରର ଏକ ମୁଖ୍ୟ ଆକର୍ଷଣ ଏବଂ ହାଇ ସ୍ପିଡ୍ ଆକ୍ସନ୍ ଲେବଲ ଆପଣଙ୍କୁ ଚକିତ କରିବ । କରୀନା କପୁର ଖାନ ବହୁତ ଭଲ କାମ କରିଛନ୍ତି ଏବଂ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି ଆପଣଙ୍କ ପସନ୍ଦ ଆସିବ । ଏହି ଚଳଚ୍ଚିତ୍ରଟିରେ ଅନେକ ଟୁଇଷ୍ଟ ଏବଂ ଟର୍ନ୍ ଏବଂ ଆଶ୍ଚର୍ଯ୍ୟଜନକ କ୍ୟାମିଓ ଅଛି।  ଯାହା ଆପଣଙ୍କ  ହୋସ୍ ଉଡାଇ ଦେବ।  ବିଶେଷକରି ଏହାର ଆକ୍ସନ୍ ସିନ୍‌ ଏବଂ ଅଜୟ ସହ ସମସ୍ତ କଳାକାରଙ୍କ ଦମ୍‌ଦାର ଅଭିନୟ ପାଇଁ ଏହା ନିଶ୍ଚିତ ଭାବରେ ଚଳଚ୍ଚିତ୍ର ଦେଖିବା ଆବଶ୍ୟକ।

ଓପନିଂ ଦିନରେ ସିଙ୍ଘମ ଅଗେନ କେତେ ସଂଗ୍ରହ କରିପାରିବ?

ଏହାର ଷ୍ଟାର୍ କାଷ୍ଟ୍ ଏବଂ ଟିମ୍ ଏହି ଚଳଚ୍ଚିତ୍ରକୁ ଜୋରଦାର ପ୍ରୋମୋସନ କରିଥିଲେ। ୩୧ ଅକ୍ଟୋବରରେ ୨.୦୪ ଲକ୍ଷ ଟିକେଟ୍ ବିକ୍ରି କରିସାରିଛି । ପ୍ରଥମ ଦିନ କୋଟି ଟଙ୍କା ମଧ୍ୟରେ ଖୋଲିପାରେ ।