Sitaare Zameen Par: ନେଟିଜେନ୍ଙ୍କ ଟାର୍ଗେଟ୍ରେ ଆମିର୍ ଖାନ୍; ଇଂଲିସ୍ ଫିଲ୍ମରୁ କପି ହୋଇଛି 'ସିତାରେ ଜମିନ୍ ପର'
'ସିତାରେ ଜମିନ୍ ପର'ର ଟ୍ରେଲର ରିଲିଜ୍ ହେବା ପରେ, ସୋସିଆଲ ମିଡିଆ ୟୁଜରମାନେ ଆମିର ଖାନଙ୍କ ଏହି ଫିଲ୍ମକୁ ଏକ କପି ଫିଲ୍ମ ବୋଲି କହିଛନ୍ତି। ସୋସିଆଲ ମିଡିଆ ୟୁଅଜର୍ମାନେ ଆମିରଙ୍କ ଫିଲ୍ମକୁ ‘ଚାମ୍ପିଅନ୍ସ’ ସହିତ ତୁଳନା କରିଛନ୍ତି।