Sital Sasthi: ଆଜି ଶୀତଳ ଷଷ୍ଠୀ, ମହାଦେବଙ୍କ ହାତ ଧରିବେ ମା' ପାର୍ବତୀ

ଆଜି ପଡ଼ିବ ଦେବ ଦେବ ମହାଦେବ ଓ ମା' ପାର୍ବତୀଙ୍କ ହାତଗଣ୍ଠି । ବର ବେଶ ହୋଇ ବାଜା-ବାଣ-ରୋଷଣୀରେ ବରଯାତ୍ରୀଙ୍କୁ ନେଇ କନ୍ୟା ଘର ଯିବେ ମହାଦେବ । ଶୀତଳ ଷଷ୍ଠୀ ପାଇଁ ସମସ୍ତ ଶିବାଳୟ ଚଳଚଞ୍ଚଳ ।

Sital Sasthi: ଆଜି ଶୀତଳ ଷଷ୍ଠୀ, ମହାଦେବଙ୍କ ହାତ ଧରିବେ ମା' ପାର୍ବତୀ
Array