Skin Tanning: କ’ଣ ଏହି ସ୍କିନ୍ ଟାନି°: ଜାଣନ୍ତୁ ଆପଣଙ୍କ ତ୍ୱଚାକୁ ଏଥିରୁ କେମିତି ଦେବେ ସୁରକ୍ଷା ? 

ଟିଭି ପରଦା ଠୁ ଆରମ୍ଭ କରି ଇଣ୍ଟରନେଟ୍ ଆଉ କଲୋନୀର ପାର୍ଲର୍ ଆଣ୍ଟି ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କୁ ଖରାରେ କଳା ପଡିଯାଇଥିବା ବା ଟାନିଂ ଦୂର କରିବା ପାଇଁଁ ଅଗଣିତ କ୍ରିମ୍ କିମ୍ବା ପ୍ରସାଧାନ ସାମଗ୍ରୀ ବିଷୟରେ ଉପଦେଶ ଦିଅନ୍ତି। ଘରେ ମାଇଁଠୁ ଆରମ୍ଭ କରି ପିଉସୀ ପର୍ଯ୍ୟନ୍ତ ହଜାରେ ଘରୋଇ ଉପଚାର କୁହନ୍ତି। ହେଲେ ଆପଣ କିଛି ଦିନ ଏସବୁ ମାନିଲା ପରେ ହତୋତ୍ସାହିତ ହୋଇ ପଡନ୍ତି ଏବଂ ପୁଣି ନୂଆ ଉପାୟ ଖୋଜନ୍ତି ଟାନି° ଦୂର କରିବାକୁ। କିନ୍ତୁ ଜାଣନ୍ତି ଟାନି° ହେବା ପରେ ଏତେ ସବୁ ଉପଚାର କରିବା ଅପେକ୍ଷା ଟାନି° ରୋକିବା ପାଇଁ ଉଦ୍ଦିଷ୍ଟ ପ୍ରତିକାର ସହଜ ଏବଂ ଫଳପ୍ରଦ ମଧ୍ୟ। ଆପଣ ଯେତେ ଜଲ୍‌ଦି ଏ ବିଷୟକୁ ବୁଝି ଏହି ଉପାୟ ଆପଣାଇବେ ସେତେ ଭଲ ଫଳ ମିଳିବ।

Skin Tanning: କ’ଣ ଏହି ସ୍କିନ୍ ଟାନି°: ଜାଣନ୍ତୁ ଆପଣଙ୍କ ତ୍ୱଚାକୁ ଏଥିରୁ କେମିତି ଦେବେ ସୁରକ୍ଷା ? 
Array