Skyrocketing Airfares: ବିମାନ ଟିକେଟ୍ ଦରରେ ନିଆଁ; ମାସକରେ ବଢ଼ିଲାଣି ୩ ଗୁଣା ମୂଲ୍ୟ...

ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି। 

Skyrocketing Airfares: ବିମାନ ଟିକେଟ୍ ଦରରେ ନିଆଁ; ମାସକରେ ବଢ଼ିଲାଣି ୩ ଗୁଣା ମୂଲ୍ୟ...
Array